ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ହିତାଧିକାରୀ ମନଙ୍କୁ ତିନି ମାସର ଭର୍ତ୍ତା ଟଙ୍କା ନମିଳିବାରୁ ସ୍ଥାନୀୟ ବିଜେଡି ପକ୍ଷରୁ ଖପ୍ରାଖୋଲ ବ୍ଳକ ଅଫିସ ଘେରାଉ କରାଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ପାଟଣାଗଡ ପୁର୍ବତନ ବିଧାୟକ ସରୋଜ କୁମାର ମେହେର ଯୋଗଦେଇଥବା ବେଳେ ବ୍ଳକର ଶତାଧିକ ବିଜେଡି କର୍ମୀ ଓ ହିତାଧିକାରୀ ମାନେ ସାମିଲ ଥିଲେ ।
Để lại bình luận
Địa chỉ email của bạn sẽ không được công khai. Các trường bắt buộc được đánh dấu *