LaraMag - Sistem Berita / Majalah Laravel Multibahasa

Header
collapse
...
Home / Education / ସାତ ଦଫା ଦାବି ନେଇ ବିଦ୍ୟୁତ୍ ଅଫିସ ଘେରିଲା ବିଜେଡି

ସାତ ଦଫା ଦାବି ନେଇ ବିଦ୍ୟୁତ୍ ଅଫିସ ଘେରିଲା ବିଜେଡି

Jun 12, 2026  Sachchida Nanda Mahakur  68 kali dilihat
ସାତ ଦଫା ଦାବି ନେଇ ବିଦ୍ୟୁତ୍ ଅଫିସ ଘେରିଲା ବିଜେଡି

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ସ୍ଥାନୀୟ ବିଜେଡି ଦଳ ପକ୍ଷରୁ ସାତ ଦଫା ଦାବି ନେଇ ବିଦ୍ୟୁତ୍ ଅଫିସ ଘେରାଉ କରାଯାଇଛି । ପ୍ରଥମେ ଦଳର କର୍ମକର୍ତ୍ତା ମାନେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ । କିଛି ସମୟପରେ ସେମାନେ ଜିଲ୍ଲା ସଭାପତି ତଥା ପାଟଣାଗଡ ପୁର୍ବତନ ବିଧାୟକ ସରୋଜ କୁମାର ମେହେର ଙ୍କ ନେତୃତ୍ବରେ ଏକ ବାଇକ ରାଲିରେ ବାହାରି ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖକୁ ପହଞ୍ଚି କିଛି ସମୟ ପର୍ଯ୍ୟନ୍ତ ପ୍ରତିବାଦ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡିର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ସାମିଲ ହୋଇଥିଲେ । ଆଗାମୀ ଦିନରେ ଦାବି ଗୁଡିକ ପୁରଣ ନହେଲେ ଜୋରଦାର ଆନ୍ଦୋଳନ ହେବବୋଲି ଆନ୍ଦୋଳନ କାରିମାନେ ଚେତାବନୀ ଦେଇଥିଲେ।


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie